ଓଡିଶା

odisha

ETV Bharat / state

ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ବାତ୍ୟା ପାଇଁ ୧୯୭ ଟ୍ରେନ ବାତିଲ

ବାତ୍ୟା ‘ଦାନା’ ପାଇଁ ବ୍ୟାପକ ଟ୍ରେନ ବାତିଲ । ମୋଟ ୧୯୭ଟି ଟ୍ରେନ ବାତିଲ । ୯୪ଟି ଅପ ଟ୍ରେନ ଏବଂ ୧୦୩ଟି ଡାଉନ ଟ୍ରେନ ।

EAST COAST RAILWAY TRAIN CANCEL
EAST COAST RAILWAY TRAIN CANCEL (EAST COAST RAILWAY)

By ETV Bharat Odisha Team

Published : 6 hours ago

Updated : 4 hours ago

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ବ୍ୟାପକ ଟ୍ରେନ ବାତିଲ କରାଯାଇଛି । ମୋଟ ୧୯୭ଟି ଟ୍ରେନ ବାତିଲ ନେଇ ପୂର୍ବତଟ ରେଳବାଇ (East Coast Railway) ପକ୍ଷରୁ ସୂଚନା ଜାରି କରାଯାଇଛି । ଅକ୍ଟୋବର ୨୩, ୨୪, ୨୫ ଓ ୨୬ ତାରିଖ ମଧ୍ୟରେ ମୋଟ ୧୯୭ ଟ୍ରେନ ବାତିଲ ହୋଇଛି । ଏହା ଭିତରୁ ୯୪ଟି ଅପ ଟ୍ରେନ ଏବଂ ୧୦୩ଟି ଡାଉନ ଟ୍ରେନ ରହିଛି ।

ଏସବୁ ଅପ ଟ୍ରେନ (UP Train) ବାତିଲ:

  • ୧୨୭୦୩ ହାୱଡ଼ା- ସିକନ୍ଦରାବାଦ (୨୪.୧୦.୨୦୨୪)
  • ୧୨୮୨୧ ସାଲିମାର-ପୁରୀ (୨୪.୧୦.୨୦୨୪)
  • ୧୨୫୫୨ କାମାକ୍ଷା- ବେଙ୍ଗାଲୁରୁ (୨୩.୧୦.୨୦୨୪)
  • ୨୨୮୨୪ ନୂଆଦିଲ୍ଲୀ- ଭୁବନେଶ୍ବର (୨୩.୧୦.୨୦୨୪)
  • ୨୨୬୦୩ ଖଡ଼ଗପୁର-ଭିଲ୍ଲୁପୁରମ (୨୪.୧୦.୨୦୨୪)
  • ୧୨୦୭୨ ହାୱଡ଼ା- ଭୁବନେଶ୍ବର (୨୪.୧୦.୨୦୨୪)
  • ୧୮୦୪୫ ସାଲିମାର- ହାଇଦ୍ରାବାଦ (୨୪.୧୦.୨୦୨୪)
  • ୧୨୨୭୭ ହାୱଡ଼ା-ପୁରୀ (୨୪.୧୦.୨୦୨୪)
  • ୨୨୮୫୧ ସନ୍ତରାଗାଛି- MAQ (୨୪.୧୦.୨୦୨୪)
  • ୧୨୮୪୧ ସାଲିମାର- ଚେନ୍ନାଇ ସେଣ୍ଟ୍ରାଲ (୨୪.୧୦.୨୦୨୪)
  • ୧୨୬୬୩ ହାୱଡ଼ା- ଥିରୁଚିରାପଲ୍ଲୀ (୨୪.୧୦.୨୦୨୪)
  • ୦୩୨୩୦ ପାଟଣା-ପୁରୀ (୨୪.୧୦.୨୦୨୪)
  • ୧୮୪୭୮ ଋଷିକେଶ-ପୁରୀ (୨୩.୧୦.୨୦୨୪)
  • ୧୮୪୦୯ ସାଲିମାର-ପୁରୀ (୨୪.୧୦.୨୦୨୪)
  • ୧୨୮୮୧ ସାଲିମାର-ପୁରୀ (୨୪.୧୦.୨୦୨୪)
  • ୧୨୮୦୨ ନୂଆଦିଲ୍ଲୀ-ପୁରୀ (୨୩.୧୦.୨୪)
  • ୦୮୦୧୧ ଭଞ୍ଜପୁର-ପୁରୀ (୨୪.୧୦.୨୦୨୪)
  • ୧୨୮୩୭ ହାୱଡ଼ା-ପୁରୀ (୨୪.୧୦.୨୦୨୪)
  • ୧୨୮୬୩ ହାୱଡ଼ା- ବେଙ୍ଗାଲୁରୁ (୨୪.୧୦.୨୦୨୪)
  • ୧୮୦୪୭ ସାଲିମାର- ଭାସ୍କୋଡାଗାମା (୨୪.୧୦.୨୦୨୪)
  • ୧୨୮୩୯ ହାୱଡ଼ା-ଚେନ୍ନାଇ ସେଣ୍ଟ୍ରାଲ (୨୪.୧୦.୨୦୨୪)
  • ୨୨୬୪୪ ପାଟଣା-ଇର୍ନାକୁଲମ (୨୪.୧୦.୨୦୨୪)
  • ୦୬୦୯୦ ସନ୍ତରାଗାଛି-ଚେନ୍ନାଇ ସେଣ୍ଟ୍ରାଲ (୨୪.୧୦.୨୦୨୪)
  • ୦୩୧୦୧ କୋଲକାତା-ପୁରୀ (୨୩.୧୦.୨୦୨୪)
  • ୧୨୫୧୪ ସିଲଚାର-ସିକନ୍ଦରାବାଦ (୨୩.୧୦.୨୦୨୪)
  • ୦୮୫୫୫ ଭଦ୍ରକ-ଦଶପଲ୍ଲା (୨୫.୧୦.୨୦୨୪)
  • ୨୨୫୦୪ ଡିବ୍ରୁଗଡ-କନ୍ୟାକୁମାରୀ (୨୩.୧୦.୨୦୨୪)
  • ୦୮୪୧୫ ଜଳେଶ୍ବର- ପୁରୀ (୨୫.୧୦.୨୦୨୪)
  • ୧୨୮୯୧ ବାଙ୍ଗୀରପୋଷି-ପୁରୀ (୨୫.୧୦.୨୦୨୪)
  • ୧୮୦୨୧ ଖଡଗପୁର-ଖୋର୍ଦ୍ଧା ରୋଡ୍‌ (୨୫.୧୦.୨୦୨୪)
  • ୧୨୮୧୬ ଆନନ୍ଦ ବିହାର - ପୁରୀ (୨୪.୧୦.୨୦୨୪)
  • ୧୮୦୪୩ ହାୱଡା-ଭଦ୍ରକ (୨୫.୧୦.୨୦୨୪)
  • ୦୮୦୩୧ ବାଲେଶ୍ବର-ଭଦ୍ରକ (୨୪.୧୦.୨୦୨୪)
  • ୦୮୦୬୩ ଖଡଗପୁର-ଭଦ୍ରକ (୨୪.୧୦.୨୦୨୪)
  • ୦୮୪୫୩ ଭଦ୍ରକ-କଟକ (୨୪.୧୦.୨୦୨୪)
  • ୦୮୪୩୭ ଭଦ୍ରକ -କଟକ (୨୪.୧୦.୨୦୨୪)
  • ୧୮୦୩୭ ଖଡଗପୁର -ଯାଜପୁର - କେନ୍ଦୁଝର ରୋଡ (୨୪.୧୦.୨୦୨୪)
  • ୧୮୩୦୩ ସମ୍ୱଲପୁର -ପୁରୀ (୨୪.୧୦.୨୦୨୪)
  • ୨୨୮୩୯ ରାଉରକେଲା- ଭୁବନେଶ୍ୱର (୨୪.୧୦.୨୦୨୪)
  • ୧୮୧୨୫ ରାଉରକେଲା -ପୁରୀ (୨୪.୧୦.୨୦୨୪)
  • ୨୦୮୩୫ ରାଉରକେଲା- ପୁରୀ (୨୪.୧୦.୨୦୨୪)
  • ୨୦୮୩୨ ସମ୍ବଲପୁର- ଶାଲିମାର (୨୪.୧୦.୨୦୨୪)
  • ୧୮୪୫୧ ହାଟିଆ -ପୁରୀ (୨୪.୧୦.୨୦୨୪)
  • ୧୮୧୧୭ ରାଉରକେଲା -ଗୁଣୁପୁର (୨୪.୧୦.୨୦୨୪)
  • ୨୨୮୬୫ ଏଲଟଟି-ପୁରୀ (୨୪.୧୦.୨୦୨୪)
  • ୧୮୪୨୬ ଦୁର୍ଗ -ପୁରୀ (୨୪.୧୦.୨୦୨୪)
  • ୦୨୮୩୧ ଧନବାଦ୍ -ଭୁବନେଶ୍ୱର (୨୪.୧୦.୨୦୨୪)
  • ୧୮୪୧୫ ବଡ଼ବିଲ -ପୁରୀ (୨୫.୧୦.୨୦୨୪)
  • ୨୦୮୯୧ ଟାଟା -ବ୍ରାହ୍ମପୁର
  • ୦୮୪୦୫ କେନ୍ଦୁଝରଗଡ଼ -ପାରାଦ୍ବୀପ
  • ୧୮୪୧୩ ପାରାଦ୍ବୀପ-ପୁରୀ
  • ୦୮୫୩୩ କଟକ -ପାଲାସା
  • ୦୮୪୩୧ କଟକ- ପୁରୀ
  • ୦୮୪୨୧ କଟକ -ଗୁଣୁପୁର
  • ୦୮୪୬୨ କଟକ -ପାରାଦ୍ବୀପ
  • ୦୮୪୦୭ କଟକ- ପାରାଦ୍ବୀପ
  • ୧୮୪୨୩ ଭୁବନେଶ୍ୱର -ଦଶପଲ୍ଲା
  • ୦୯୦୬୦ ବ୍ରାହ୍ମପୁର- ସୁରଟ
  • ୦୮୫୨୧ ଗୁଣୁପୁର- ବିଶାଖାପାଟନମ୍
  • ୦୭୪୭୧ ପାଲାସା- ବିଶାଖାପାଟନମ୍
  • ୨୦୮୩୭ ଭୁବନେଶ୍ୱର- ଜୁନାଗର ରୋଡ୍
  • ୧୮୪୪୭ ଭୁବନେଶ୍ୱର- ଜଗଦଳପୁର
  • ୧୮୪୧୭ ପୁରୀ- ଗୁଣୁପୁର
  • ୨୦୮୩୫ ରାଉରକେଲା- ପୁରୀ
  • ୧୮୦୨୧ ଖଡଗପୁର -ଖୋର୍ଦ୍ଧା ରୋଡ
  • ୧୨୮୯୪ ସୋନପୁର- ଭୁବନେଶ୍ୱର

୨୫ ତାରିଖରେ ଟ୍ରେନ ବାତିଲ:-

  • ୨୨୮୯୫ ହାୱଡା -ପୁରୀ
  • ୦୮୪୨୭ ଅନୁଗୋଳ -ପୁରୀ
  • ୦୮୪୧୩ ତାଳଚେର -ପୁରୀ
  • ୦୮୪୫୫ କେନ୍ଦୁଝର ଗଡ -ଖୋର୍ଦ୍ଧା ରୋଡ
  • ୨୨୮୭୩ ଦିଘା -ବିଶାଖାପାଟନମ
  • ୨୨୮୧୯ ଭୁବନେଶ୍ୱର -ବିଶାଖାପାଟନମ୍
  • ୦୮୫୩୧ ବ୍ରାହ୍ମପୁର- ବିଶାଖାପାଟନମ୍
  • ୦୮୪୨୪ ଦଶପଲ୍ଲା -ପୁରୀ
  • ୧୮୪୧୨ ସୋନପୁର -ପୁରୀ
  • ୧୨୮୯୫ ଶାଲିମର -ପୁରୀ
  • ୧୨୨୭୭ ହାୱଡ଼ା -ପୁରୀ
  • ୧୨୮୨୧ ଶାଲିମର -ପୁରୀ
  • ୧୨୦୭୩ ହାୱଡ଼ା -ଭୁବନେଶ୍ୱର
  • ୨୦୮୩୨ ଶାଲିମର -ସମ୍ବଲପୁର
  • ୦୮୫୨୧ ଗୁଣୁପୁର-ବିଶାଖାପାଟନମ୍
  • ୧୮୫୨୫ ବ୍ରହ୍ମପୁର -ବିଶାଖାପାଟନମ୍

୨୬ ତାରିଖରେ ଟ୍ରେନ ବାତିଲ:-

  • ୧୮୪୨୦ ଜୟନଗର -ପୁରୀ
  • ୦୮୪୭୬ ନିଜାମୁଦ୍ଦିନ- ପୁରୀ

୨୯ ତାରିଖରେ ଟ୍ରେନ ବାତିଲ:-

  • ୨୦୮୨୪ ଅଜମିର -ପୁରୀ

ଏସବୁ ଡାଉନ ଟ୍ରେନ ବାତିଲ:

୨୩ ତାରିଖରେ ଟ୍ରେନ ବାତିଲ:-

  • ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ଵର
  • ୧୨୮୪୦ ଚେନ୍ନାଇ ସେଣ୍ଟ୍ରାଲ୍-ହାୱଡା
  • ୧୨୮୬୮ ପୁଡୁଚେରୀ-ହାୱଡା
  • ୨୨୮୨୬ ଚେନ୍ନାଇ ସେଣ୍ଟ୍ରାଲ୍-ଶାଲିମାର
  • ୧୨୮୯୭ ପୁଡୁଚେରୀ-ଭୁବନେଶ୍ୱର
  • ୧୮୪୬୪ ସିକନ୍ଦରବାଦ - ଭୁବନେଶ୍ଵର
  • ୧୧୦୧୯ ସୁରଟ -ଭୁବନେଶ୍ୱର
  • ୧୨୫୦୯ ବେଙ୍ଗାଲୁରୁ-ଗୌହାଟି
  • ୧୮୦୪୬ ହାଇଦ୍ରାବାଦ- ହାୱଡା
  • ୨୨୯୭୩ ଗାନ୍ଧୀଧାମ-ପୁରୀ
  • ୨୨୫୦୩ କନ୍ୟାକୁମାରୀ -ଦିବ୍ରୁଗଡ
  • ୧୨୭୦୪ ସିକନ୍ଦରବାଦ - ହାୱଡା
  • ୨୨୮୮୮ ବାଙ୍ଗାଲୋର -ହାୱଡା
  • ୦୩୪୨୯ ସିକନ୍ଦରବାଦ - ମାଲଦା ଟାଉନ
  • ୧୨୮୬୪ ଏସବନ୍ତପୁର -ହାୱଡା
  • ୦୬୦୮୭ ତିରୁନେଲଭେଲି -ଶାଲିମର
  • ୦୯୦୫୯ ସୁରଟ -ବ୍ରହ୍ମପୁର

୨୪ ତାରିଖରେ ଟ୍ରେନ ବାତିଲ:-

  • ୦୮୪୪୨ ବ୍ରହ୍ମପୁର-ଭୁବନେଶ୍ୱର
  • ୨୦୮୪୨ ବିଶାଖାପାତନାମ-ଭୁବନେଶ୍ଵର
  • ୨୨୮୭୪ ବିଶାଖାପାଟନମ-ଦିଘା
  • ୧୮୧୧୮ ଗୁଣୁପୁର- ରାଉରକେଲା
  • ୨୨୮୨୦ ବିଶାଖାପାଟନମ-ଭୁବନେଶ୍ୱର
  • ୦୮୫୩୨ ବିଶାଖାପାଟନମ୍- ବ୍ରହ୍ମପୁର
  • ୧୨୮୪୨ ଚେନ୍ନାଇ ସେଣ୍ଟ୍ରାଲ୍- ହାୱଡା
  • ୨୨୮୦୮ ଚେନ୍ନାଇ ସେଣ୍ଟ୍ରାଲ-ସାନ୍ତ୍ରା ଗାଛି
  • ୧୫୨୨୭ ବେଙ୍ଗାଲୁରୁ -ମୁଜାଫରପୁର
  • ୨୦୮୩୮ ଜୁନାଗର ରୋଡ -ଭୁବନେଶ୍ଵର
  • ୧୮୪୪୮ ଜଗଦଳପୁର -ଭୁବନେଶ୍ୱର
  • ୦୮୫୩୪ ପଲାସା -କଟକ
  • ୦୬୦୯୫ ତାଂବାରଂ -ସାନ୍ତ୍ରା ଗାଛି
  • ୧୨୨୪୬ ବାଙ୍ଗାଲୋର- ହାୱଡା
  • ୦୮୪୪୪ ପଲାସା- ଭୁବନେଶ୍ୱର
  • ୧୮୪୧୮ ଗୁଣୁପୁର -ପୁରୀ
  • ୦୮୪୧୨ ଭୁବନେଶ୍ୱର- ବାଲେଶ୍ୱର
  • ୦୧୮୩୨ ଭୁବନେଶ୍ୱର- ଧାନବାଦ୍
  • ୦୮୪୪୧ ଭୁବନେଶ୍ୱର- ବ୍ରହ୍ମପୁର
  • ୧୮୪୧୯ ପୁରୀ- ଜୟନଗର
  • ୧୮୩୦୪ ପୁରୀ- ସମ୍ବଲପୁର
  • ୧୨୮୯୨ ପୁରୀ- ବାଙ୍ଗିରିପୋଷି
  • ୦୮୪୨୮ ପୁରୀ - ଅନୁଗୋଳ
  • ୦୮୪୧୪ ପୁରୀ- ତାଳଚେର
  • ୧୨୮୪୩ ପୁରୀ -ଆହମଦାବାଦ
  • ୦୮୪୨୩ ପୁରୀ- ଦଶପଲ୍ଲା
  • ୧୭୪୭୯ ପୁରୀ -ତିରୁପତି
  • ୧୮୪୨୫ ପୁରୀ -ଦୁର୍ଗ
  • ୨୨୨୦୨ ପୁରୀ - ସିଲ୍ଡା
  • ୧୮୪୨୧ ପୁରୀ -ସୋନପୁର
  • ୧୨୮୩୮ ପୁରୀ -ହାୱଡା
  • ୧୮୪୫୨ ପୁରୀ- ହାଟିଆ
  • ୧୮୪୭୭ ପୁରୀ - ଋଷିକେଶ
  • ୧୨୮୦୧ ପୁରୀ- ନୂଆଦିଲ୍ଲୀ
  • ୧୨୮୯୬ ପୁରୀ- ଶାଲିମାର
  • ୧୮୪୧୦ ପୁରୀ- ଶାଲିମାର
  • ୨୦୮୧୩ ପୁରୀ -ଅଜମେର
  • ୦୮୪୦୪ ପୁରୀ -ଖୋର୍ଦ୍ଧା ରୋଡ
  • ୧୮୦୨୨ ଖୋର୍ଦ୍ଧା ରୋଗ - ଖଡଗପୁର
  • ୦୮୪୫୬ ଖୋର୍ଦ୍ଧା ରୋଡ-କେନ୍ଦୁଝରଗଡ
  • ୨୦୮୩୬ ପୁରୀ-ରାଉରକେଲା
  • ୦୮୦୬୪ ଭଦ୍ରକ- ଖଡଗପୁର
  • ୦୮୫୨୨ ବିଶାଖାପାଟନମ୍ -ଗୁଣୁପୁର
  • ୦୭୪୭୦ ଭିସାଖାପାଟନମ୍- ପଲାସା
  • ୧୨୦୭୪ ଭୁବନେଶ୍ୱର- ହାୱଡ଼ା
  • ୧୨୮୨୨ ପୁରୀ- ଶାଲିମାର
  • ୧୨୨୭୮ ପୁରୀ -ହାୱଡା
  • ୧୮୫୨୬ ବିଶାଖାପାଟନମ୍- ବ୍ରହ୍ମପୁର
  • ୦୮୪୪୬ ପାରାଦ୍ବୀପ -କଟକ

୨୫ ତାରିଖରେ ଟ୍ରେନ ବାତିଲ:-

  • ୨୦୮୦୭ ବିଶାଖାପାଟନମ -ଅମୃତସର
  • ୦୮୪୧୨ ଗୁଣୁପୁର- କଟକ
  • ୧୨୦୭୪ ଭୁବନେଶ୍ୱର -ହାୱଡା
  • ୧୨୮୯୩ ଭୁବନେଶ୍ୱର -ସୋନେପୁର
  • ୨୨୮୧୩ ଭୁବନେଶ୍ୱର- ନୂଆଦିଲ୍ଲୀ
  • ୧୮୧୨୬ ପୁରୀ -ରାଉରକେଲା
  • ୦୮୪୭୫ ପୁରୀ -ନିଜାମୁଦ୍ଦିନ
  • ୨୦୮୩୬ ପୁରୀ -ରାଉରକେଲା
  • ୧୨୨୭୮ ପୁରୀ- ହାୱଡା
  • ୧୮୪୧୬ /୧୮୪୧୪ ପୁରୀ -ବଡବିଲ୍ -ପାରାଦ୍ବୀପ
  • ୦୮୪୩୨ ପୁରୀ -କଟକ
  • ୧୨୮୨୨ ପୁରୀ -ଶାଲିମାର
  • ୧୨୮୭୫ ପୁରୀ- ଆନନ୍ଦ ଭିହାର
  • ୦୮୪୧୦ ପୁରୀ- ଖୋର୍ଦ୍ଧା ରୋଡ
  • ୧୮୪୧୭ ପୁରୀ -ଗୁଣୁପୁର
  • ୦୮୪୫୪ କଟକ- ଭଦ୍ରକ
  • ୦୮୪୩୮ କଟକ- ଭଦ୍ରକ
  • ୧୮୦୩୮ ଯାଜପୁର କେନ୍ଦୁଝର ରୋଡ - ଖଡଗପୁର
  • ୦୮୪୬୨ ପାରାଦ୍ବୀପ -କଟକ
  • ୦୮୪୦୬ ପାରାଦ୍ବୀପ -କେନ୍ଦୁଝର ରୋଡ
  • ୦୮୪୦୮ ପାରାଦ୍ବୀପ -କଟକ
  • ୧୮୦୪୪ ଭଦ୍ରକ - ହାୱାଡ
  • ୦୮୦୩୨ ଭଦ୍ରକ -ବାଲେଶ୍ୱର
  • ୧୮୪୨୪ ଦଶପଲ୍ଲା -ଭୁବନେଶ୍ୱର
  • ୧୮୪୧୮ ଗୁଣୁପୁର-ପୁରୀ
  • ୦୮୫୨୨ ବିଶାଖାପାଟନମ୍- ଗୁଣୁପୁର

୨୬ ତାରିଖରେ ଟ୍ରେନ ବାତିଲ:-

  • ୧୨୮୪୪ ଅହମଦାବାଦ -ପୁରୀ ଟ୍ରେନ ବାତିଲ ରହିଛି।
Last Updated : 4 hours ago

ABOUT THE AUTHOR

...view details