ETV Bharat / photos
AC ପାଇଁ ବିଜୁଳି ବିଲ୍ ବଢିବା ନେଇ ଚିନ୍ତିତ କି? ଏହି ତାପମାତ୍ରାରେ ଚଲାନ୍ତୁ AC, ବଞ୍ଚିବ ଟଙ୍କା - ideal ac temperature to save money - IDEAL AC TEMPERATURE TO SAVE MONEY
Best Temperature For AC: ଆଜିକାଲି ଲୋକେ AC ର ବହୁଳ ବ୍ୟବହାର କରିଥାନ୍ତି । ଗରମରୁ ରକ୍ଷା ପାଇବା ପାଇଁ ଦିନ ରାତି AC ଚଲାଇଥାନ୍ତି । ତେବେ କ୍ରମଶଃ ଏପରି ଏସି ବ୍ୟବହାର କରିବା ଦ୍ୱାରା ସେପଟେ ବିଜୁଳି ବିଲ୍ ମଧ୍ୟ ଅଧିକା ଆସିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ତାପମାତ୍ରାରେ AC ଚଳାଇଲେ ଆପଣ ଅଧିକା ବିଜୁଳି ବିଲରୁ ମୁକ୍ତି ପାଇବେ? ଜାଣନ୍ତୁ, (RKC)
ଆଜିକାଲି AC ଡିମାଣ୍ଡ ବହୁତ ଅଧିକା । ଗରମରୁ ରକ୍ଷା ପାଇବା ପାଇଁ ଘରେ ଘରେ AC ବ୍ୟବହାର କରନ୍ତି ଲୋକେ । (RKC) ଲୋକେ ଦିନରାତି AC ଲଗାଇଥାନ୍ତି । ଯାହାଫଳରେ ମାସ ଶୋଷକୁ ମୋଟା ଅଙ୍କର ବିଜୁଳି ବିଲ୍ ମଧ୍ୟ ଆସିଥାଏ । ଯାହା ଚିନ୍ତାର କାରଣ ହୋଇଥାଏ (RKC) ଆପଣ ବି AC ବ୍ୟବହାର କରି ମୋଟା ଅଙ୍କର ବିଜୁଳି ବିଲ୍ ନେଇ ଚିନ୍ତିତ ଥିଲେ ଜାଣନ୍ତୁ କେତେ ତାପମାତ୍ରାରେ AC ଚଳାଇଲେ କମିବ ବିଜୁଳି ବିଲ୍ । (RKC) ACର ସାଧାରଣ ତାପମାତ୍ରା ୨୪ ଅଟେ । ଏହି ତାପମାତ୍ରାରେ ଆପଣଙ୍କୁ ଗରମ ଏବଂ ଥଣ୍ଡା ଉଭୟ ସାଧାରଣ ରଖିଥାଏ । (RKC) ଏହି ତାପମାତ୍ରାରେ ପାୱାର କଞ୍ଜମ୍ପସନ (ବିଦ୍ୟୁତ ଉପଯୋଗ) କମ ରହିଥାଏ । ଯାହା ଦ୍ୱାରା ବିଜୁଳି ବିଲ୍ କମ ଆସିଥାଏ । (RKC) ଏଥିସହ ଏହି ତାପମାତ୍ରା ସମସ୍ତଙ୍କ ଏଥିସହ ଶରୀର ସହ ଖାପ ଖୁଆଇଥାଏ । ଏଥିରେ ନା ଅଧିକ ଗରମ ଲାଗେ ନା ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ । (RKC) ସ୍କୁଲ କଲେଜ, ସପିଂ ମଲ୍, ହସ୍ପିଟାଲ ଓ ପ୍ଲବିକ ସ୍ଥାନ ଗୁଡିକରେ ସାଧାରଣତଃ AC ତାପମାତ୍ରା ୨୪ ଡିଗ୍ରୀ ହିଁ ରଖାଯାଇଥାଏ । (RKC) Last Updated : Jun 18, 2024, 2:28 PM IST