ଓଡିଶା

odisha

ETV Bharat / photos

ଚିର ନିଦ୍ରାରେ ପଦ୍ମବିଭୂଷଣ ରାମୋଜୀ ରାଓ, ନଜର ପକାନ୍ତୁ ତାଙ୍କ ଅବିସ୍ମରଣୀୟ ମୁହୂର୍ତ୍ତ ଉପରେ - Ramoji Rao Passes Away - RAMOJI RAO PASSES AWAY

ଆମ ଗହଣରେ ଆଉ ନାହାନ୍ତି ମିଡିଆ ଜଗତର ମହାନାୟକ ଇଟିଭି ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓ । ଆଜି ଭୋର୍ ୪ଟା ୫୦ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆସନ୍ତୁ ଦେଖିବା ତାଙ୍କର କିଛି ଅଭୁଲା ସୃତି । (RKC Archival)

By ETV Bharat Odisha Team

Published : Jun 8, 2024, 5:00 PM IST

ଆଜି ଭୋର ପ୍ରାୟ 4ଟା 50 ମିନିଟରେ ରାମୋଜୀ ବାବୁ ତାଙ୍କ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । (RKC Archival)
ଦେହାନ୍ତ ପରେ ତାଙ୍କ ପାର୍ଥିିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । (RKC Archival)
ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । (RKC Archival)
ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । (RKC Archival)
ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ 2016ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । (RKC Archival)
ବରିଷ୍ଠ ବିଜେପି ନେତା ରାଜନାଥ ସିଂଙ୍କ ସହିତ ରାମୋଜୀ ଫିଲ୍ମସିଟିର ପ୍ରତିଷ୍ଠାତା । (RKC Archival)
ସୋନିଆ ଏବଂ ରାହୁଲଙ୍କ ସହିତ ରାମୋଜୀ ରାଓ। (RKC Archival)
ଏକଧାରାରେ ଜଣେ ଶିଳ୍ପପତି, ସିନେ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିନିୟର, ଲେଖକ ଓ ସ୍ତମ୍ଭକାର ଭାବେ ତାଙ୍କର ବଳିଷ୍ଠ ପରିଚୟ ଥିଲା । (RKC Archival)
ସାଉଥ ହିରୋ ଗୋପୀଚାନ୍ଦଙ୍କ ବିବାହ ବେଳେ ଦମ୍ପତ୍ତିଙ୍କ ସହିତ ରାମଜୀ ରାଓଙ୍କ ଫଟୋ (RKC Archival)
ଆୱାର୍ଡ ସୋ ବେଳେ ସାଉଥ ହିରୋ ଚିରଞ୍ଜିବିଙ୍କ ସହିତ ଇଟିଭି ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓ (RKC Archival)
ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚୁଛନ୍ତି । (RKC Archival)
ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରାମୋଜୀ ବାବୁଙ୍କ ଶେଷ ଦର୍ଶନ କରିଛନ୍ତି। (RKC Archival)
ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀରବିଶଙ୍କରଙ୍କ ସହିତ ରାମୋଜୀ ରାଓଙ୍କ ଫଟୋ (RKC Archival)
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀଙ୍କ ସହିତ ରାମୋଜୀ ରାଓଙ୍କ ଫଟୋ (RKC Archival)

ABOUT THE AUTHOR

...view details