ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ କାରିଗର. ଗୁଜ ଉପରେ ବିରାଡ଼ି ସଂଯୋଗ ହୋଇ ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ. 3 ରଥର ଆଗ ଓ ପଛ ଆଣି ଢ଼ମକ ଚଉପଟ ଶେଷ. 3 ରଥର ଚାରୋଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ. ଦଣ୍ଡାଫ୍ରେମ କାର୍ଯ୍ୟ ମୁଖ୍ୟ ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକଙ୍କ ଦ୍ବାରା ସମ୍ପନ୍ନ. ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ. ରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ଆରମ୍ଭ