ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ. କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ନିକଟରେ ଅସମ୍ଭାଳ ଭିଡ଼. ତାନଜାନ ବିମାନରେ ବସି ନଅରରୁ ବାହାରିଲେ ଗଜପତି. ତାଳଧ୍ବଜ ରଥ ଟାଣୁଛନ୍ତି ଶ୍ରଦ୍ଧାଳୁ. ରଥଯାତ୍ରା ଦେଖୁଛନ୍ତି ରାଷ୍ଟ୍ରପତି. ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ. ରଥ ଟାଣି ନେଉଛନ୍ତି ଭକତ ମଣ୍ଡଳୀ. ଶରଧାବାଲି ଅଭିମୁଖେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ. ପହଣ୍ଡି ବିଜେରେ ପ୍ରଭୁ ହଳଧର. ପହଣ୍ଡି ବିଜେରେ କଳା ଠାକୁର. ରଥଟଣା ପୂର୍ବରୁ ସିଂହଦ୍ବାରେ ଦଣ୍ଡାୟମାନ ତିନି ରଥ. ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ. ତିନି ଦିଅଁଙ୍କ ଅପେକ୍ଷାରେ ସୁସୁଜ୍ଜିତ ରଥ. ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ. ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତାଳଧ୍ବଜ. ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ରଥାରୂଢ ଭାବ ବିନୋଦିଆ. କିଛି ପାଦ ଆଗେଇ ସିଂହଦ୍ବାର ନିକଟରେ ଛିଡା ହୋଇଛି ନନ୍ଦିଘୋଷ. ଘର୍ ଘର୍ ହୋଇ ଗଡିଯାଉଛି ତାଳଧ୍ବଜ. ହଳଦୀମୁଖି ଦେବୀ ସୁଭଦ୍ରାଙ୍କ ପହଣ୍ଡି ଯାତ୍ରା. ଆଃ କି ମନୋଲଭା ଦୃଶ୍ୟ...ଭକ୍ତଙ୍କୁ ଦେଖି ଯେପରି ଅଟକି ଯାଇଛି ଜଗା. ସିଂହଦ୍ବାରରେ ଦଣ୍ଡାୟମାନ ନନ୍ଦିଘୋଷ. ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ. କାଳିଆ ଦର୍ଶନ ପାଇଁ ପୁରୀ ଧାଇଁ ଆସିଛନ୍ତି ସଭିଏଁ. ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ