ଓଡିଶା

odisha

ETV Bharat / photos

ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର, ଫଟୋରେ ଦେଖନ୍ତୁ ଝଲକ୍‌

By ETV Bharat Odisha Team

Published : Feb 14, 2024, 10:32 PM IST

ହାଇଦ୍ରାବାଦ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିରେ ନିର୍ମିତ ବିଶାଳ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 27 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଭବ୍ୟ BAPS ହିନ୍ଦୁ ମନ୍ଦିରଟି ପ୍ରାୟ 7ଶହ କୋଟି ଟଙ୍କାରେ ନିର୍ମିତ ହୋଇଛି । 2019 ରେ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ଏହା ଉଦଘାଟିତ ହୋଇଛି ।
ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଗର୍ଭଗୃହରେ ଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ
ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ମନ୍ଦିର ପୂଜକଙ୍କ ସହ ପ୍ରଧାନମନ୍ତ୍ରୀ
ଆଳତି କରୁଛନ୍ତି ପ୍ରଧାନମନ୍ତ୍ରୀ
ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ
ଗର୍ଭଗୃହରେ ପ୍ରଧାନମନ୍ତ୍ରୀ
ପୂଜକଙ୍କ ସହ ପ୍ରଧାନମନ୍ତ୍ରୀ

ABOUT THE AUTHOR

...view details