ଓଡିଶା

odisha

ETV Bharat / photos

ବିଶ୍ବ ଦେଖିଲା ଭାରତ-ୟୁଏଇ ବନ୍ଧୁତା: ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେଲେ ମୋଦି

By ETV Bharat Odisha Team

Published : Feb 16, 2024, 12:53 PM IST

Updated : Feb 16, 2024, 2:18 PM IST

Modi's Visit To UAE: ମୋଦିଙ୍କ ୟୁଏଇ ଓ କତାର ଗସ୍ତ ଶେଷ ହୋଇଛି। ଆବୁଧାବିରେ ନିର୍ମିତ ବିଶାଳ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ ମୋଦି। ଏହି ମନ୍ଦିର ପାଇଁ ସେ ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ନିଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି । ଦେଖନ୍ତୁ ମୋଦିଙ୍କ ୟୁଏଇ ଗସ୍ତ ସମୟର ସ୍ମରଣୀୟ ମୁହୂର୍ତ୍ତର ଫଟୋ...
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିରେ ପ୍ରଧାନମତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇରେ ଭବ୍ୟ ସ୍ବାଗତ
ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଆହୁରି ନିବିଡ଼ ହୋଇଥିବା କହିଲେ ମୋଦି
ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟଦଙ୍କୁ ଭାଇ ବୋଲି ସମ୍ବୋଧନ କଲେ ମୋଦି
ଆବୁଧାବିରେ ନିର୍ମିତ ବିଶାଳ ହିନ୍ଦୁ ମନ୍ଦିର ପାଇଁ ୟୁଏଇ ସରକାରଙ୍କୁ ଜଣାଇଲେ ଧନ୍ୟବାଦ
ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Last Updated : Feb 16, 2024, 2:18 PM IST

ABOUT THE AUTHOR

...view details