ଓଡିଶା

odisha

ETV Bharat / photos

ଇଣ୍ଟରନେଟର ପାରା ବଢାଇଲେ ପରମ ସୁନ୍ଦରୀ - କ୍ରିତି ସାନନଙ୍କ ଲାଟେଷ୍ଟ ଫଟୋ

Kriti Sanon Latest Pictures: କ୍ରିତି ସାନନ ନିଜ ଆଗାମୀ ଫିଲ୍ମ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ସହ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ନିଜ ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏହି ଫଟୋରେ କ୍ରିତି ଗୋଲାପୀ ରଙ୍ଗ ଶାଢୀ ସହ ଦେଶୀ ଲୁକରେ ନଜର ଆସିଛନ୍ତି । ଦେଖନ୍ତୁ କ୍ରିତିଙ୍କ ଲାଟେଷ୍ଟ ଫଟୋ,

By ETV Bharat Odisha Team

Published : Feb 1, 2024, 5:19 PM IST

କ୍ରିତି ସାନନ ନିଜ ଇନଷ୍ଟାଗ୍ରାମରେ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି
ଫଟୋ ଗୁଡିକରେ କ୍ରିତିଙ୍କୁ ଗୋଲାପୀ ରଙ୍ଗର ଶାଢୀରେ ଦେଖିବାକୁ ମିଳିଛି
ପରମ ସୁନ୍ଦରୀଙ୍କ ଏହି ଲୁକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି
ଗତବର୍ଷ (୨୦୨୩) କ୍ରିତି ସାନନଙ୍କ ପାଇଁ ଲକି ନଥିଲା
୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଶେହଜାଦା, ଆଦିପୁରୁଷ ଏବଂ ଗଣପଥ ବକ୍ସ ଅଫିସରେ ଫ୍ଲପ ହୋଇଥିଲା
କ୍ରିତି ସାନନ ଚଳିତ ବର୍ଷ(୨୦୨୪)ରେ ରୋମାଣ୍ଟିକ ଫିଲ୍ମ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ପୁଣି ପରଦାକୁ ଫେରୁଛନ୍ତି
'ତେରି ବୋତୋଁ ମେ ଏସା ଉଲଝ ଜିଆ' ଫିଲ୍ମରେ କ୍ରିତି ପ୍ରଥମ ଥର ପାଇଁ ସାହିଦ କପୁରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ
କ୍ରିତିଙ୍କ ଏହି ଫିଲ୍ମ ଭାଲେଣ୍ଟାଇନ ସପ୍ତାହରେ ଫେବୃଆରୀ ୯ରେ ରିଲିଜ ହେବ
କ୍ରିତିଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି

ABOUT THE AUTHOR

...view details