ମହୋଦଧିରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିଲେ ପର୍ଯ୍ୟଟକ - ପୁରୀରେ 2022 ର ପ୍ରଥମ ସୂର୍ଯ୍ୟୋଦୟ
🎬 Watch Now: Feature Video
ପୁରୀ: ନୂଆ ବର୍ଷ 2022ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଅନେକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଯଦିଓ ପୁରୁଣା ବର୍ଷର ସୂର୍ଯ୍ୟୋଦୟ ଓ ଅସ୍ତ ଏବଂ ନୂତନ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କୋଭିଡ କଟକଣା ଯୋଗୁଁ କମ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳିଛି ।
Last Updated : Jan 1, 2022, 9:09 AM IST