thumbnail

By

Published : Jan 17, 2021, 7:36 PM IST

ETV Bharat / Videos

କାଳ ହେଲା କବାଡି ଖେଳ, ଦେଖନ୍ତୁ ମୃତ୍ୟୁର ଲାଇଭ ଭିଡିଓ

ଅମରାବତୀ : ଏମିତି ବି ଆସେ ମୃତ୍ୟୁ । କବାଡି ଖେଳୁ ଖେଳୁ ଚାଲିଗଲା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲ୍ଲାରେ । ଜିଲ୍ଲା ସ୍ତରୀୟ କବଡି ପ୍ରତିଯୋଗିତା ବାଲୁର ମଣ୍ତଳରେ ଆୟୋଜିତ ହୋଇଥିଲା । ସେଥିରେ ନରେନ୍ଦ୍ର ନାମକ ଯୁବକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ହେଲେ ସେ ଖେଳୁଥିବା ସମୟରେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ । ଫଳରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟାଖେଳିଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.