ଆଜି ଆସିବ ଆଡପ ଅବଢା - ଆଜି ଭକ୍ତ ପାଇବେ ଆଡ଼ପ ଅବଢ଼ା

🎬 Watch Now: Feature Video

thumbnail

By

Published : Jul 2, 2022, 11:07 PM IST

Updated : Jul 3, 2022, 10:00 AM IST

ପୁରୀ: ଆଡପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶନିବାର ଏହି ନୀତି ସମ୍ପର୍ଣ୍ଣ ପରେ ଆଜି ଭକ୍ତ ପାଇବେ ଆଡ଼ପ ଅବଢ଼ା । ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ମହାସ୍ନାନ ପରେ ବଡ ସିଂହାର ଭୋଗ ହେବ । ଆଜି ସକାଳୁ ମଙ୍ଗଳ ଆଳତି ପରେ 6ଟାରୁ ଟିକେଟ ଦର୍ଶନ ଆରମ୍ଭ ହୋଇଛି । ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ଅପରାହ୍ନ ଗୋଟାଏ ପୂର୍ବରୁ ଆଡ଼ପ ଅବଢ଼ା ବାହାରିବ ।
Last Updated : Jul 3, 2022, 10:00 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.