thumbnail

By

Published : Dec 8, 2020, 9:59 PM IST

ETV Bharat / Videos

ଭାରତ ବନ୍ଦ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ପ୍ରକାଶ ଜାଭେଡକର

ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ବିରୋଧ କରି ବିଭିନ୍ନ ରାଜନୈତିନ ସଂଗଠନ ସମେତ କୃଷକ ସଂଗଠନ ଭାରତ ବନ୍ଦ କରିଥିଲ । ଏନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । କହିଛନ୍ତି ବୋରୋଧିମାନେ ଚକ୍ରାନ୍ତ କରି ଏଭଳି କରିଛନ୍ତି । ବିଶେଷକରି କଂଗ୍ରେସ ରାଜନୌତିକ ଫାଇଦା ପାଇଁ କୃଷକ ମାନଙ୍କୁ ଭ୍ରମିତ କରିବା ସହିତ ଉସକାଉଛି । ନିର୍ବାଚନ ସମୟରେ କଂଗ୍ରସ ମଧ୍ୟ ନିଜ ଘୋଷଣା ପତ୍ରରେ ନୂତନ କୃଷି ଆଇନ ପ୍ରଣୟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିବା ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.