ବର୍ଷାରେ ବେହାଲ ମନାଲି, ବସରେ ପଶିଲା ପାଣି

By

Published : Jul 14, 2022, 7:38 AM IST

thumbnail
ଶିମଲା: ମୌସୁମୀ ପ୍ରଭାବରେ ହିମାଚଳ ପ୍ରଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜରି ରହିଛି । ଫଳରେ ରାସ୍ତା ଘାଟ ଜଳ ମଗ୍ନ ହୋଇଛି । ମନାଲିର ଭୋଲଭୋ ବସଷ୍ଟାଣ୍ଡରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ବସ ଗୁଡିକରେ ବର୍ଷା ଜଳ ପ୍ରବେଶ କରିଛି । ଫଳରେ HRTC ବସ ମଧ୍ୟରେ ପ୍ରବାହିତ ହେଉଛି ବର୍ଷା ପାଣି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.