ବିବାହ ପାଇଁ ଘୋଡାରେ ବସିଥିବା ବେଳେ ତଳେ ପଡିଗଲେ ବର, ଭିଡିଓ ଭାଇରାଲ

By

Published : Jun 3, 2022, 12:39 PM IST

thumbnail
ମୁମ୍ବାଇ: ଘୋଡା ଉପରେ ବସି ବରଯାତ୍ରୀରେ ବାହାରିଥିଲେ ବର । ହଠାତ ବାଜା ବାଜିବା ମାତ୍ର ନାଚିବା ଆରମ୍ଭ କଲା ଘୋଡା । ଫଳରେ ତଳେ ପଡିଗଲେ ବର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହାରାଷ୍ଟ୍ରର ନାଗପୁରରେ ଏଭଳି ଘଟଣା ଘଟିଥିବା ବେଳେ ବର ଜଣଙ୍କ ଘୋଡା ଉପରୁ ପଡିବା ପରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଶେଷରେ ଷ୍ଟ୍ରେଚରରେ ବିବାହ ମଣ୍ଡପରେ ପହଞ୍ଚି ବିବାହ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.