କରତ କଳରେ ଚଢାଉ: 5 ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠ ଜବତ - କରତ କଳରେ ଚଢାଉ

🎬 Watch Now: Feature Video

thumbnail

By

Published : May 2, 2022, 3:14 PM IST

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବୈଦେଶ୍ବର ସେକ୍ସନ ଖଜୁରୀପଡାରେ ଥିବା ସମିଲ(କରତକଳ)ରେ ବନ ବିଭାଗର ଚଢାଉ । ପ୍ରାୟ 5 ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ 25 ହଜାର ଟଙ୍କାର ଆକାଶିଆ କାଠ ଜବତ କରାଯାଇଛି । ଏସିଏଫ (Acf) ଅସିତ ମିଶ୍ରଙ୍କ ତତ୍ତ୍ଵାବଧାନରେ ରଣପୁର ଓ ଖୋର୍ଦ୍ଧା ରେଞ୍ଜ ଅଞ୍ଚଳର ବନ କର୍ମଚାରୀମାନେ ଚଢାଉରେ ସାମିଲ ହୋଇଥିଲେ । ସ ମିଲର ମାଲିକକୁ ଧରିବା ନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଆଗକୁ ଏଭଳି ଚଢାଉ ଜାରି ରହିବା ନେଇ ବନ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.