ପହିଲି ରଜ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ସୁର - ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ସୁର

🎬 Watch Now: Feature Video

thumbnail

By

Published : Jun 14, 2022, 8:22 PM IST

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପ୍ରତିଟି ଓଡ଼ିଆର ଘରେ ରଜ ବଡ଼ ଧୁମଧାମରେ ପାଳନ କରାଯାଏ । ବିଧାୟକ ସୁର ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିଛନ୍ତି । ମିଠା ପିଠା ଖୁଆଇ ରଜ ପାଳିଛନ୍ତି ସୁର । ତେବେ ରଜ ଅବସରରେ ସମସ୍ତେ ସୁଖ ଶାନ୍ତିର ଅଧିକାରୀ ହୁଅନ୍ତୁ ବୋଲି ସୁର କାମନା କରିଛନ୍ତି । କୋଭିଡ଼ ପରବର୍ତ୍ତୀ ସ୍ଥିତି ସ୍ବାଭାବିକ ହେବା ପରେ ଏବେ ପୁରପଲ୍ଲୀରେ ସବୁଆଡ଼େ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି ବୋଲି ସୁର କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.