thumbnail

Capital Establishment Diwas: ରାଜଧାନୀ ପ୍ରତିଷ୍ଠା ଦିବସରେ ଡେୟାର ଡେଭିଲର ଚିତାକର୍ଷକ ପ୍ରଦର୍ଶନ

By

Published : Apr 13, 2022, 10:59 AM IST

ଭୁବନେଶ୍ବର: ଆଜି ରାଜଧାନୀ ୭୪ ତମ ପ୍ରତିଷ୍ଠା ଦିବସ। 2 ବର୍ଷ ପରେ ବେଶ ଜାକଜମକରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ବିଧାନସଭା ସମ୍ମୁଖରେ ଉତ୍ସବ ସମାରୋହ ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପାରେଡ କରାଯାଇଛି। ପରେଡ ପାଇଁ ୭୩ଟି ଗ୍ରୁପ ଭାଗ ନେଇଛନ୍ତି। ଡେୟାର ଡେଭିଲ ଓ ଭେଇକିଲ ୩ଟି ଟ୍ରୁପ ଭାଗ ନେଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.