thumbnail

By

Published : May 28, 2021, 6:49 PM IST

ETV Bharat / Videos

ବାଲେଶ୍ବରରେ ଯୋଗାଣ ମନ୍ତ୍ରୀଙ୍କ ଟିମ, ଚାଲିଛି ପୁନଃରୁଦ୍ଧାର କାର୍ଯ୍ୟ

ବାଲେଶ୍ବର: ବାତ୍ୟା ୟାସ ଯୋଗୁଁ ବାଲେଶ୍ଵରରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପ୍ରଶାସନିକ ସ୍ତରରେ ବାଲେଶ୍ଵରର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ପ୍ରୟାସ ଚାଲିଛି। ତେବେ ଜିଲ୍ଲାବାସୀଙ୍କୁ ସହାୟତା ପାଇଁ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଓ ଛାତ୍ର ଜନତା ଦଳର 20 ଜଣ କର୍ମୀ ବାଲେଶ୍ଵର ଆସି ସହଯୋଗର ହାତ ବଢ଼ାଇଛନ୍ତି। ଏହି ଯୁବକମାନେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଆହ୍ବାନରେ ପୁନରୁଦ୍ଧାର କାମରେ ଲାଗିଥିବା କହିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.