ସ୍ବର୍ଣ୍ଣିମ ବିଜୟ ଉତ୍ସବ: ଭୁବନେଶ୍ବରରେ ପହଞ୍ଚିଲା ବିଜୟ ମଶାଲ - Vijay Masal

🎬 Watch Now: Feature Video

thumbnail

By

Published : Oct 29, 2021, 4:28 PM IST

Updated : Oct 29, 2021, 7:29 PM IST

ଭୁବନେଶ୍ବର: ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ସ୍ବର୍ଣ୍ଣିମ ବିଜୟ ବର୍ଷ । ଏହି ଅବସରରେ ସ୍ବର୍ଣ୍ଣିମ ବିଜୟ ମଶାଲ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡ଼ିଶାରେ ରହିଛି । ଆଜି(ଶୁକ୍ରବାର) ଏହା ଭୁବନେଶ୍ବରରେ ପହଞ୍ଚିଛି । ଯାହାକୁ ସ୍ବାଗତ କରିବା ପାଇଁ ପହଞ୍ଚିଛନ୍ତି ସ୍କୁଲ ଓ କଲେଜ ଛାତ୍ର ସହ ୧୨୦ ବାଟାଲିୟନ । ଏହି ବିଜୟ ମଶାଲ ପହଞ୍ଚିବା ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ
Last Updated : Oct 29, 2021, 7:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.