ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳଆଳତୀ

By

Published : Mar 5, 2021, 7:29 AM IST

thumbnail
ପୁରୀ: ଜଗତର କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ ବଡ଼ି ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ ନୀତି କରାଯାଉଛି । ଯାହାକୁ ଦେଖିଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତ ହୋଇଥାଏ । ତେବେ ସବୁଦିନ ପରି ଆଜି ମଧ୍ୟ ବଡ଼ି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କା ଦ୍ବାରା ପ୍ରଥମେ ଶ୍ରୀମନ୍ଦିରର ଦ୍ବାର ଫିଟା ଯାଇଥିଲା । ଏହାପରେ ହାତରେ ଆଳତୀ ଦୀପ ଓ ଘଣ୍ଟି, ମୁହଁରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.