ଦେଖନ୍ତୁ, ଶ୍ରୀମନ୍ଦିର ଦ୍ବାର ଫିଟା ଓ ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ

By

Published : Dec 12, 2020, 8:45 AM IST

thumbnail
ପୁରୀ: ଓଁ ନମୋଃ ଭଗବତେ ବାସୁଦେବାୟ । ସକାଳୁ ସକାଳୁ ସମସ୍ତ ସେବାୟତଙ୍କ ମୁହଁରେ ଉଚ୍ଚାରଣ ହେଉଛି ଏହି ମନ୍ତ୍ର। ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବଡି ଭୋରରୁ ପୂଜା ପଣ୍ଡା ଓ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ହାତରେ ଘଣ୍ଟି ଓ ଆଳତୀ ଦୀପ ଧରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ କରିଛନ୍ତି ପୂଜକ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.