ଏସସି-ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତିରାଶି କାଟ୍‌ ପ୍ରସଙ୍ଗ: ଗର୍ଜିଲା କଂଗ୍ରେସ

By

Published : Nov 7, 2020, 3:42 PM IST

thumbnail
ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ବୃତ୍ତିରାଶି କାଟ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଛାତ୍ରଛାତ୍ରୀଙ୍କର ମାଟ୍ରିକ ପରେ ମିଳୁଥିବା ବୃତ୍ତିରାଶିକୁ କମାଇ ଦେଇଛନ୍ତି ସରକାର । ଏନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି । ଏହା ଏକ କେନ୍ଦ୍ରୀୟ ଯୋଜନା । କେନ୍ଦ୍ରରେ ଉପା ସରକାର ରହିଥିବାବେଳେ 2013-14 ପର୍ଯ୍ୟନ୍ତ ସତ ପ୍ରତିଶତ ଅନୁଦାନ ମିଳୁଥିଲା । କିନ୍ତୁ ଦୁଃଖର ବିଷୟ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟ ସରକାର ଏହାକୁ କେଉଁ ଆଧାରରେ କାଟିଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.