ମାଘ ଅମାବାସ୍ୟାରେ ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ, ଦେଖନ୍ତୁ ସେହି ଭକ୍ତିମୟ ଦୃଶ୍ୟ

By

Published : Feb 11, 2021, 9:14 AM IST

thumbnail
ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ମାଘ ଅମାବାସ୍ୟାରେ ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟା ଓ ମହାପ୍ରଭୁଙ୍କର ମଙ୍ଗଳଆଳତୀ ସମ୍ପନ୍ନ ହୋଇଛି । ସେବାୟତ ଓ ବଡପଣ୍ଡାମାନେ ସକାଳୁ ରିତି ନୀତି ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା ଶଙ୍ଖ ଓ ହୁଳହୁଳିରେ ପୁରି ଉଠୁଛି ସିଂହଦ୍ବାର । ତେବେ ଏହି ଆଳତୀର ଦୃଶ୍ୟ ଭକ୍ତଙ୍କ ମନରେ ଆଣିଦିଏ ଭକ୍ତିପୁତ ଭାବ । ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.