‘ଜେଲରେ ପ୍ରଦୀପଙ୍କୁ ସମସ୍ତ ସୁବିଧା ଦିଆଯାଉ’ - political prisoner facilities

🎬 Watch Now: Feature Video

thumbnail

By

Published : Dec 17, 2020, 5:34 PM IST

ଭୁବନେଶ୍ବର: କୋର୍ଟରେ ହାଜର ପରେ ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀ । ଏନେଇ ପ୍ରଦୀପ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଜଣେ ବିଧାୟକ ଭାବେ ଜେଲ ପ୍ରୋଟୋକଲ ହିସାବରେ ତାଙ୍କୁ ରାଜନୈତିକ ବିଚାରାଧୀନ କଏଦୀ ଭାବରେ ବିବେଚନା କରାଯାଉ ବୋଲି ପ୍ରଦୀପଙ୍କ ଓକିଲ ଅରୁପ ଚାନ୍ଦ ଯୁକ୍ତି ବାଢିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.