କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ - କୋଭିଡ କେୟାର ସେଣ୍ଟର ଅବ୍ୟବସ୍ଥା
🎬 Watch Now: Feature Video
ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଓ ସରକାରୀ ଉଦାସୀନତା ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...