ବସ ମାଲିକ ଚାହିଁଲେ ଆନ୍ତଃରାଜ୍ୟ ବସ ଚଳାଚଳକୁ ମିଳିବ ଅନୁମତି - ଆନ୍ତଃରାଜ୍ୟ ବସ ଚଳାଚଳ
🎬 Watch Now: Feature Video
ଭୁବନେଶ୍ବର: ଆନ୍ତଃରାଜ୍ୟ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟା ଦେଇଛନ୍ତି । ବସ ଚଳାଚଳ ନିଷ୍ପତ୍ତି ପରେ ଏକ ନୂଆ ସମସ୍ୟା ଦେଖାଯାଉଥିବା ମନ୍ତ୍ରୀ କହିଛନ୍ତି।