ଏଣିକି ସବୁ ଥାନାରେ କରିପାରିବେ ସାଇବର ଅଭିଯୋଗ - ଆଇ ପି ଏସ ନରସିଂହ ଭୋଳ

🎬 Watch Now: Feature Video

thumbnail

By

Published : Dec 28, 2020, 5:32 PM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସହରିକରଣ ଓ ଶିଳ୍ପାୟନର ଦ୍ରୁତ ବିକାଶ ସାଙ୍ଗକୁ ବଢୁଛି ସାଇବର ଅପରାଧ । ଫଳରେ ଏବେ କେବଳ ସାଇବର ଥାନା ନୁହେଁ ସବୁ ଥାନାରେ କରିପାରିବେ ଅଭିଯୋଗ । ସାଇବର ଠକେଇର ଶିକାର ହେଉଥିବା ଲୋକେ ବିନା ଦ୍ବିଧାରେ ସବୁ ଥାନାରେ ମାମଲା ରୁଜୁ କରିବାକୁ କହିଛନ୍ତି ସମ୍ବଲପୁର ନୂତନ ଆଇଜି ଭାବେ ପଦ ଗ୍ରହଣ କରିଥିବା ଆଇ ପି ଏସ ନରସିଂହ ଭୋଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.