ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା, ତିର୍ତ୍ତୋଲ ପାଇଁ ନାମାଙ୍କନ ଭରିଲେ 9 ପ୍ରାର୍ଥୀ - ତିର୍ତ୍ତୋଲ ସଂରକ୍ଷିତ ଆସନ
🎬 Watch Now: Feature Video
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସଂରକ୍ଷିତ ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବାକୁ ଥିବା ଉପନିର୍ବାଚନର ଶୁକ୍ରବାର ପ୍ରାର୍ଥୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସର୍ବ ମୋଟ 9 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଗୁଡିକ ନିର୍ବାଚନ କମିଶନ ଯାଞ୍ଚ କରିଥିଲେ।