ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ - 10th Odisha Board Exams to be held from May 3 to May 15

🎬 Watch Now: Feature Video

thumbnail

By

Published : Jan 2, 2021, 10:59 PM IST

ଭୁବନେଶ୍ବର: ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ । କୋଭିଡ ପାଇଁ ବନ୍ଦ ରହିଥିବା ସମସ୍ତ ସ୍କୁଲ ଓ କଲେଜକୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ । ତେବେ କେବଳ ଦଶମ ଏବଂ ଯୁକ୍ତ ଦୁଇ ପିଲା ପାଠପଢିବା ପାଇଁ ସ୍କୁଲ ଯିବେ । ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ 100 ଦିନ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ଦାନ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ପରେ ଶୁଣନ୍ତୁ କଣ କହୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.