କ୍ରିକେଟ୍ ବଲକୁ ଉଜ୍ଜ୍ବଳ କରିବା ପାଇଁ ଲାଳ ନୂହେଁ ବରଂ ଝାଳ ବ୍ୟବହାର କରନ୍ତୁ: ଶ୍ରୀସନ୍ତ - ଲାଳ ନୂହେଁ ବରଂ ଝାଳ ବ୍ୟବହାର କରନ୍ତୁ
🎬 Watch Now: Feature Video
ହାଇଦ୍ରାବାଦ: ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଭାରତୀୟ ପେସର୍ ଏସ୍ ଶ୍ରୀସନ୍ତ ମତ ଦେଇଛନ୍ତି ଯେ କ୍ରିକେଟ୍ ବଲକୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ନିଷେଧା ଦେଶ ଖେଳ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ । ତେଣୁ ଲାଳ ବଦଳରେ ଆମେ ଦେହର ଝାଳକୁ ମଧ୍ୟ ବ୍ୟବହାର କରିପାରିବା ବୋଲି ଶ୍ରୀସନ୍ତ କହିଛନ୍ତି । ତେବେ ଦେଖନ୍ତୁ ସମୂର୍ଣ୍ଣ ସାକ୍ଷାତକାର....