thumbnail

By

Published : Mar 12, 2021, 4:50 PM IST

ETV Bharat / Videos

ଷ୍ଟାଇଲିସ ଅନ୍ଦାଜରେ କ୍ୟାମେରାରେ ସେଲିବ୍ରିଟି, ମୁମ୍ବାଇରେ ଆସିଲେ ନଜର

ମୁମ୍ବାଇ: ମୁମ୍ବାଇରେ ନଜର ଆସିଲେ ବହୁ ବି-ଟାଉନ୍ ସେଲିବ୍ରିଟି । ସୋନାକ୍ଷୀ ସିହ୍ନା, ଇମରାନ୍, ଜନ୍ ଆବ୍ରାହମ୍, ମୃନାଲ୍ ଠାକୁର ଏବଂ ବଲିଉଡର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ନଜର ଆସିଛନ୍ତି । ତନୁଶ୍ରୀ ଦତ୍ତା ଏବଂ ଡିନୋ ମୋରିୟାଙ୍କୁ ମଧ୍ୟ ଷ୍ଟାଇଲିସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଉପରୋକ୍ତ ଭିଡିଓରେ ସେମାନଙ୍କର ଷ୍ଟାଇଲିସ୍ ଲୁକ୍ ଦେଖନ୍ତୁ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.