thumbnail

ପାପାରାଜୀ ଡାଏରୀ: ବି-ଟାଉନରେ ନଜର ଆସିଲେ ଆମିର-ଆଲିଆ-କରୀନା

By

Published : Oct 26, 2021, 8:06 PM IST

ମୁମ୍ବାଇ: ବି-ଟାଉନରେ ପାପାରାଜୀଙ୍କ କ୍ୟାମେରାରେ କଏଦ ହୋଇଛନ୍ତି ବଲିଉଡ଼ର ଲୋକପ୍ରିୟ ଆକ୍ଟର । ସୁପରଷ୍ଟାର ଆମିର ଖାନ ବାନ୍ଦ୍ରାରେ ଏକ ପ୍ରଡକ୍ସନ ହାଉସ ବାହାରେ ନଜର ଆସିଛନ୍ତି । ସେ ଆଗକୁ 'ଲାଲ ସିଂ ଚଢା' ଫିଲ୍ମରେ ନଜର ଆସିବେ । ସେପଟେ କରୀନା ଓ କରିସ୍ମା କପୁର ଉଭୟ ଡାଡ୍‌ ରଣଧୀର କପୁରଙ୍କ ବାସଭବନ ବାହାରେ ଆସିଛନ୍ତି ନଜର । ସେପଟେ ସୁନାମଧନ୍ୟ ଆକ୍ଟର ନୱାଜଉଦ୍ଦିନ ସିଦ୍ଦିକି ଓ ଡିମ୍ପଲ ଗର୍ଲ ଆଲିଆ ଭଟ୍ଟ ଏୟାରପୋର୍ଟ ନିକଟରେ ଆସିଛନ୍ତି ନଜର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.