thumbnail

By

Published : Aug 23, 2021, 8:21 PM IST

ETV Bharat / Videos

'Happy birthday bolo' କାହିଁକି କହିଲେ ଦୀପିକା...

ମୁମ୍ବାଇ: 'ହାପି ବର୍ଥ ଡ଼େ' ୱିସ୍‌ କରିବା ପାଇଁ ଅନୁରୋଧ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ । ତେବେ ତାଙ୍କ ଶାଶୁଙ୍କ ଜନ୍ମଦିନ ହୋଇଥିବାରୁ ସେ ପାପାରାଜିଙ୍କୁ ଏହି ୱିସ କରିବା ପାଇଁ କହିଛନ୍ତି । ରଣବୀର ସିଂଙ୍କ ମାଆ ଅଞ୍ଜୁ ଭବନାନୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ସେମାନେ ଏକ ଲଞ୍ଚ ପାର୍ଟିରେ ଆସିଥିଲେ । ଏହି ଫ୍ୟାମିଲି ସେଲିବ୍ରେସନରେ ଦୀପିକାଙ୍କ ବାପାମା' ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ଦୀପିକା, ଅଞ୍ଜୁ ଓ ରଣବୀର ପୋଜ ଦେଇଥିଲେ । ଏହି ସମୟରେ ପାପାରାଜିଙ୍କୁ ସେ ଅଞ୍ଜୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ କହିଥିଲେ । ଦେଖନ୍ତୁ ଭିଡ଼ିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.