thumbnail

ବାନ୍ଦ୍ରାରେ ସେଲିବ୍ରିଟିଙ୍କ ଝଲକ: ଶିଳ୍ପା ସେଠୀ-ପୂଜା ହେଗଡେ ଆସିଲେ ନଜର

By

Published : Jun 1, 2021, 1:16 PM IST

ମୁମ୍ବାଇ: ଖୁବଶୀଘ୍ର ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ସେକ୍ସି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହାବ୍ୟତୀତ ସେ ଟିଭିର ରିୟାଲିଟି ଶୋ ‘ସୁପର ଡାନ୍ସର’ ସିଜନ 4ରେ ଜଜ୍ ରୂପେ ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ମୁମ୍ବାଇର ବାନ୍ଦ୍ରାରେ ତାଙ୍କୁ ଦେଖିବାକୁ ମିଳିଛି । ସେ ଦାନ୍ତ ଚେକଅପ୍ ପାଇଁ ଡେଣ୍ଟାଲ କ୍ଲିନିକ୍‌ ଯାଇଥିଲେ । ସେପଟେ ଅଭିନେତ୍ରୀ ନେହା ଧୂପିୟା ଓ ସାଉଥ ଅଭିନେତ୍ରୀ ପୂଜା ହେଗଡେଙ୍କୁ ମଧ୍ୟ ବାନ୍ଦ୍ରାରେ ଦେଖିବାକୁ ମିଳିଲା । ଖୁବଶୀଘ୍ର ‘ବାହୁବଳୀ’ ଫେମ ପ୍ରଭାସଙ୍କ ସହ ‘ରାଧେଶ୍ୟାମ’ ଫିଲ୍ମରେ ନଜର ଆସିବେ ପୂଜା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.