କୋରୋନା ଉପରେ ସିଦ୍ଧାନ୍ତଙ୍କ ଭାବବିହ୍ବଳ କବିତା, ପ୍ରଶଂସାରେ ସେଲିବ୍ରିଟି

By

Published : Apr 21, 2021, 1:39 PM IST

thumbnail
‘ଗଲି ବଏ’ ଫେମ ସିଦ୍ଧାନ୍ତ ଚତୁର୍ବେଦୀ କୋରୋନା ସଙ୍କଟ ମଧ୍ୟରେ କବିତା ଲେଖି ଚର୍ଚ୍ଚାରେ । ସେପଟେ ଭାଇରାଲ ହେଉଥିବା ତାଙ୍କ ଏହି କବିତା ପ୍ରଶଂସା କରିବାରେ ଲାଗିଛନ୍ତି ଫ୍ୟାନ୍ସଙ୍କୁ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ । ଏହି କ୍ରମରେ ସାମିଲ ଅଛନ୍ତି ଫରହାନ ଅଖତର, ଦିୟା ମିର୍ଜା, ତନୁଜ ବିରୱାନି, କ୍ରିତି ସାନନ ଏବଂ ସାୟାମି ଖେର ଭଳି କଳାକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.