International Women's Day: ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା ଜଣାଇଲେ ଛାତ୍ରୀ

By

Published : Mar 8, 2022, 9:20 AM IST

Updated : Feb 3, 2023, 8:18 PM IST

thumbnail
ପୁରୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ । ୮ ଟନ ବାଲିରେ ୮ ଫୁଟ ଉଚ୍ଚ ଓ ୨୦ ଫୁଟ ଓସାରର ବାଲୁକା କଳା ତିଆରି କରିଛନ୍ତି ୮ ଜଣ ଛାତ୍ରୀ । ଏହି ଛାତ୍ରୀ ମାନେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.