ଭକ୍ତଙ୍କୁ ଦେଖି ଜଗା ଆଖିରେ ଲୁହ !

By

Published : Jul 3, 2022, 11:33 AM IST

Updated : Feb 3, 2023, 8:24 PM IST

thumbnail
ପୁରୀ: ରତ୍ନ ସିଂହାସନ ଛାଡି ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ଶନିବାର ଆଡ଼ପ ମଣ୍ଡପ ବିଜେ ସମୟରେ କାଳିଆର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଆଖିରୁ କଳା ରଙ୍ଗର ରେଖା ଦେଖା ଦେଇଥିଲା । ଯାହାକି ମହାପ୍ରଭୁ ଭକ୍ତଙ୍କୁ ଦେଖି କାନ୍ଦୁଥିବା ଚର୍ଚ୍ଚା ହେଉଛି । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ରଥଯାତ୍ରା ହୋଇଥିବାରୁ ଆନନ୍ଦରେ ମହାପ୍ରଭୁଙ୍କ ଆଖିରୁ ଲୁହ ଜକେଇ ଆସିଥିବା ଭକ୍ତ କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.