ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ କହିଲେ ସ୍ଵାସ୍ଥ୍ୟ ବିଶେଷଜ୍ଞ

🎬 Watch Now: Feature Video

thumbnail

By

Published : Jan 6, 2023, 9:07 PM IST

Updated : Feb 3, 2023, 8:38 PM IST

ଭୁବନେଶ୍ବର: ଓଡ଼ିଶା ପାଇଁ ନାହିଁ କୋଭିଡ ବିପଦ । ଦୈନିକ ଦେଶରେ 2 ଲକ୍ଷ ଓ ରାଜ୍ୟରେ 7 ହଜାର ଟେଷ୍ଟ ହେଉଥିବା ବେଳେ ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି । ତଥାପି ସତର୍କ ରହିବା, ମାସ୍କ ପିନ୍ଧିବା, ଭିଡ଼ ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । BF.7 ଓମିକ୍ରନ କୋଭିଡର ଏକ ନୂଆ ଭାରିଏଣ୍ଟ । ବର୍ତ୍ତମାନ ସମୟରେ ଚୀନ, ଜାପାନ, ସିଙ୍ଗାପୁର, ସାଉଥ୍ କୋରିଆ, ଥାଇଲ୍ୟାଣ୍ଡ, ଆମେରିକା, ୟୁରୋପ ଓ ଜର୍ମାନ ଆଦି ଦେଶରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଖାଯାଉଛି । ଯଦି ଏହି ସବୁ ଦେଶରୁ କୌଣସି ବ୍ୟକ୍ତି ଆମ ଦେଶକୁ ଆସୁଛନ୍ତି ତେବେ ସତର୍କ ରହିବା ଆବଶ୍ୟକ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.