Watch Video: ସଫାରୀର ମଜା ନେଉଥିବା ବେଳେ ଗୋଡାଇଲା ଗଣ୍ଡା - ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ଗଣ୍ଡା

🎬 Watch Now: Feature Video

thumbnail

By

Published : Dec 31, 2022, 12:04 PM IST

Updated : Feb 3, 2023, 8:37 PM IST

ଦିସପୁର: ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ଗଣ୍ଡା । ପର୍ଯ୍ୟଟକମାନେ ସଫାରୀ କରୁଥିବାବେଳେ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ପ୍ରାୟ 1 କିମି ଧରି ଗୋଡ଼ାଇଥିଲା । ଆସାମ ସ୍ଥିତ ମାନସ ଜାତୀୟ ଉଦ୍ୟାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର 29 ତାରିଖରେ ଏହି ଘଟଣା ଘଟିଛି । ତେବେ ଏଥିରେ କାହାର କ୍ଷତି ହୋଇନାହିଁ । ପର୍ଯ୍ୟଟକଙ୍କୁ ଗଣ୍ଡା ଗୋଡ଼ାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.