ନାର୍କୋଟିକ୍ସ ବିଭାଗର ଦୈନିକ ମଜୁରୀ କର୍ମଚାରୀଙ୍କୁ ଚାପୁଡା ମାରିଲେ BJP ସାଂସଦ, ଭିଡିଓ ଭାଇରାଲ - ଚାପୁଡା ମାରିଲେ ସାଂସଦ

🎬 Watch Now: Feature Video

thumbnail

By

Published : Nov 3, 2022, 2:22 PM IST

Updated : Feb 3, 2023, 8:31 PM IST

ପ୍ରଥମେ ଜଣେ କର୍ମଚାରୀଙ୍କ ସହ କିଛି କଥା ହେଲେ । କୌଣସି ବିଷୟ ନେଇ ତାଙ୍କୁ କିଛି ପଚାରିଥିଲେ । ଏହା ପରେ ହଠାତ୍ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡା ମାରିଲେ ବିଜେପି ସାଂସଦ ସିପି ଯୋଶୀ । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ବିଜେପି ସାଂସଦ ସିପି ଯୋଶୀ ଏକ ସରକାରୀ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଛନ୍ତି । ଉକ୍ତ କର୍ମଚାରୀଙ୍କ ନାମରେ ଚାଷୀମାନେ ଅଭିଯୋଗ ଆଣିଥିଲେ କି ବ୍ୟକ୍ତି ଜଣଙ୍କ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ତେଣୁ ରାଗି ଯାଇ ସାଂସଦ ସିପି ଯୋଶୀ ତାଙ୍କୁ ଚାପୁଡା ମାରିଛନ୍ତି । ଘଟଣା ସମୟରେ ସେଠାରେ ଅନେକ ଚାଷୀ କର୍ମଚାରୀ ଓ ପୋଲିସ ଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.