ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା, CCTVରେ କଏଦ ହେଲା ଦୃଶ୍ୟ

By

Published : Dec 25, 2022, 3:58 PM IST

Updated : Feb 3, 2023, 8:37 PM IST

thumbnail

ପାଟନା: ସର୍ବସାଧାରଣରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା । ବିହାରର ହାଜିପୁରରେ ଏଭଳି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ଘଟଣାସ୍ଥଳରେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସିସିଟିଭିରେ କଏଦ ହୋଇଛି ଗୁଳିକାଣ୍ଡର ଭୟଙ୍କର ଦୃଶ୍ୟ । ସସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.