Odisha Assembly Winter Session : ଚାଷୀ ବିରୋଧୀ କେନ୍ଦ୍ର ସରକାର ଅଭିଯୋଗ କଲା BJD - ଚାଷୀ ବିରୋଧୀ କେନ୍ଦ୍ର ସରକାର

🎬 Watch Now: Feature Video

thumbnail

By

Published : Nov 25, 2022, 6:47 PM IST

Updated : Feb 3, 2023, 8:33 PM IST

ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ବିଧାନସଭା । ଗୃହ ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିକ୍ଷୋଭ କରିଛନ୍ତି ୩ ରାଜନୈତିକ ଦଳ । ଚାଷୀ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛି ବିଜେପି । ସେପଟେ ଓଡିଶାର ଚାଷୀଙ୍କ ପ୍ରତି ଅବହେଳା ଅଭିଯୋଗ କରି ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଥିବା କହି ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ । ଓଡିଶା ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ କରି ବିକ୍ଷୋଭ କରିଥିଲା ବିଜେଡି । ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିବା ପରେ ପୋଷ୍ଟର ଓ ବ୍ୟାନର ଧରି ଶାସକ ଦଳର ବିଧାୟକ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ଏନେଇ ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ଭବାନୀ ଶଙ୍କର ଦାସ ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.