ଆସିକା ପୋଲିସକୁ ବଡ ସଫଳତା; 21 ବାଇକ ଜବତ, 9 ଗିରଫ - asika police arrest 9 bike lootera

🎬 Watch Now: Feature Video

thumbnail

By

Published : Jan 16, 2021, 7:25 PM IST

ଭଞ୍ଜନଗର: ପୁଣି ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ ସଫଳତା । ଗତ କିଛି ଦିନ ଧରି ଆସିକା ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ମୋଟର ସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ 9 ଜଣକୁ ଗିରଫ କରିବା ସହ 21 ଚୋରା ମୋଟର ସାଇକେଲକୁ ଜବତ କରିଛି । ସୂଚନା ଅନୁଯାୟୀ, ଆସିକା ତଥା କବିସୂର୍ଯ୍ୟନଗର ପୋଲସରା ସମେତ ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ଧରି ଚାଲିଥିଲା ମୋଟରସାଇକେଲ ଚୋରା ଅଭିଯାନ । ପୋଲିସ ପାଖରେ ମଧ୍ୟ ଚୋରି ଘଟଣା ନେଇ ବଢୁଥିଲା ଅଭିଯୋଗ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.