ଭୁସ୍ଖଳନର ଭୟଙ୍କର ରୂପ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ - ଇଣ୍ଡୋନେସିଆରେ ଭୁସ୍ଖଳନର ଭୟଙ୍କର ରୂପ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8112006-383-8112006-1595326749064.jpg)
ଜାକର୍ତ୍ତା: ସୋସିଆଲ ମିଡିଆରେ ଏବେ ଭାଇରାଲ ଭିଡିଓର ଚାହିଦା ଖୁବ ବଢିଛି । କିଛିଦିନ ପୂର୍ବରୁ ଟ୍ବିଟରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣମାନେ ମଧ୍ୟ କହିବେ, ଏକ ଭୟଙ୍କର ବିପଦରୁ ବର୍ତ୍ତିଲେ ବାଇକ ଚାଳକ । ଏହି ଭିଡିଓଟି ଇଣ୍ଡୋନେସିଆସ୍ଥିତ ଚିଆଙ୍ଗଜୁର ।