ଅତୁଟ ରହିବ ସମ୍ପର୍କ; ହିନ୍ଦୀ ଗୀତ ଗାଇଲେ ଆମେରିକାର ନୌସେନା ଅଧିକାରୀ - ହିନ୍ଦୀ ଗୀତ ଗାଇଲେ ଆମେରିକା ନୌସେନା ଅଧିକାରୀ
🎬 Watch Now: Feature Video
ୱାଶିଂଟନ:ଭାରତ-ଆମେରିକା ମଧ୍ୟରେ ମଜବୁତ ହେଉଛି ସମ୍ପର୍କ । ଦୁଇ ଦେଶ ମଧ୍ୟରେ ଦେଖିବାକୁ ମିଳିଲା ଅତୁଟ ବନ୍ଧୁତ୍ବ । ଆମେରିକା ନୌସେନା ଅଧିକାରୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ୟେ ୱୋ ବନ୍ଧନ ହେ ଯେ ତୁଟ ନେହି ସକତା’ । ଆମେରିକା ନୌସେନା ଅଧିକାରୀଙ୍କ ଏହି ଭିଡିଓକୁ ଭାରତୀୟ ରାଷ୍ଟ୍ରଦୂତ ତରଜିତ ସିଂ ସିନ୍ଧୁ ଟ୍ବିଟରରେ ସେୟାର କରିଛନ୍ତି । ଏହି ଭିଡିଓର କ୍ୟାପସନରେ ଲେଖିଥିଲେ ’ଏହି ସମ୍ପର୍କ କେବେ ମଧ୍ୟ ଭାଙ୍ଗିବ ନାହିଁ’ ।