ମନ୍ଦିରରେ ଘଣ୍ଟି ବଜାଉଛି ଛେଳି: ଜାଣନ୍ତୁ କେଉଁଠି ଅଛି ସେ ମନ୍ଦିର

🎬 Watch Now: Feature Video

thumbnail

By

Published : Mar 26, 2022, 8:49 PM IST

Updated : Feb 3, 2023, 8:21 PM IST

ଚେନ୍ନାଇ : ସାଧାରଣତଃ ମଣିଷମାନେ ମନ୍ଦିର ଗଲେ ମନ୍ଦିରରେ ଘଣ୍ଟି ବଜାଇଥାନ୍ତି । ଆପଣ କେବେ ଦେଖିଛନ୍ତି ମନ୍ଦିରରେ ପଶୁ ଘଣ୍ଟି ବଜାଏ ? ଆଜ୍ଞା ହଁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଅରୁଲମିଗୁ ଅଙ୍ଗଲା ପରମେଶ୍ୱରୀ ଅମ୍ମାନ ମନ୍ଦିରରେ(Arulmigu Angala Parameswari AmmanTemple ) । ଯାହା ତିରୁନେଲଭେଲି ଜିଲ୍ଲାରେ ରହିଛି । ଏ ମନ୍ଦିରକୁ ପ୍ରତ୍ୟେକ ଦିନ ଏକ ଛେଳି ଆସି ପାଖାପାଖି ୧୦ ମିନିଟ ଯାଏଁ ମନ୍ଦିରର ଘଣ୍ଟି ବଜାଇ ଯାଏ । ଯାହାକୁ ଦେଖି ଭକ୍ତମାନେ ମଧ୍ୟ ଚକିତ ହୋଇଥାନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.