ନିୟମ ଭୁଲି ବାର୍ଥଡେ ପାର୍ଟିରେ ଧୁମ ନାଚିଲେ ପୋଲିସ କର୍ମଚାରୀ - Video of birthday party in police station goes viral

🎬 Watch Now: Feature Video

thumbnail

By

Published : Jul 8, 2020, 1:52 PM IST

ଜୟପୁର: ନିୟମ ଭୁଲି ବର୍ଥଡେ ପାର୍ଟିରେ ଡ୍ୟାନ୍ସ କରୁଛନ୍ତି ପୋଲିସ କର୍ମଚାରୀ । ମହାମାରୀ କୋରୋନା ସଙ୍କଟରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ ହେଲେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜସ୍ଥାନ ଯୋଧପୁର ପୋଲିସ କମିଶନରଙ୍କ ଦେବ ନାଗର ପୋଲିସ ଷ୍ଟେସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କନଷ୍ଟେବଳଙ୍କ ଜନ୍ମଦିନ ଭୋଜିରେ ପୋଲିସ ଲେହେଙ୍ଗା କଳାକାରଙ୍କ ସହ ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ପୋଲିସ କର୍ମଚାରୀ ମାସ୍କ ପରିଧାନ କରିନଥିବା ବେଳେ ସାମାଜିକ ଦୂରତା ମଧ୍ୟ ଦେଖିବାକୁ ମିଳିନାହିଁ । କିନ୍ତୁ ପୋଲିସର ଉଚ୍ଚ ପଦାଧିକାରୀମାନେ ଏହି ପ୍ରସଙ୍ଗରେ ନୀରବ ବସିଛନ୍ତି। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.