thumbnail

ଯୁବକଙ୍କୁ କାନ ଧରି ଉଠବସ୍‌ କରାଇଲା ପୋଲିସ, ଦେଖନ୍ତୁ ଭିଡିଓ

By

Published : Aug 17, 2020, 10:31 PM IST

ମୁମ୍ବାଇ: ମହଙ୍ଗା ପଡ଼ିଲା ନଦୀ ବୁଲିବା । ରାସ୍ତାରେ କାନ ଧରି ଉଠବସ୍‌ ହେଲେ ଯୁବକ । ବନ୍ୟା ପରିସ୍ଥିତି ଯୋଗୁଁ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର କୃଷ୍ଣା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଏହି ନଦୀ ନିକଟକୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା । ହେଲେ କିଛି ଅମାନିଆ ଯୁବକ ଏହି ନଦୀ ନିକଟରେ ବୁଲୁଥିଲେ । ଯେଉଁଥିପାଇଁ ବନ୍ୟା ରିଲିଫ ବଣ୍ଟନ ପାଇଁ ଗଠିତ ସ୍ବତନ୍ତ୍ର ଟାସ୍କଫୋର୍ସ ସେମାନଙ୍କୁ ରାସ୍ତାରେ କାନ ଧରି ଉଠବସ୍‌ କରାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.