‘21ବର୍ଷ ଧରି OBCଙ୍କୁ ଭୁଲିଗଲେ, ଏବେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି’

By

Published : Aug 14, 2021, 9:20 PM IST

thumbnail
ଭୁବନେଶ୍ବର: ରାଜ୍ୟରେ OBC ଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି । ସଂସଦରେ ବିନା ବିରୋଧରେ 127 ତମ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ପରେ ରାଜନୀତି ସରଗରମ ହୋଇଛି। ରାଜ୍ୟରେ ଶାସକ ଦଳ ବିଜେଡି ପଞ୍ଚାୟତ ଏବଂ ଆଗାମୀ ନିର୍ବାଚନରେ ୨୭ ପ୍ରତିଶତ ଓବିସିଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଛନ୍ତି । ଏହାକୁ ନେଇ ଶାସକ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ରାଜ୍ୟରେ ବିଜେଡି ସରକାର ଗତ ୨୧ ବର୍ଷା ହେଲା ପଛୁଆବର୍ଗଙ୍କୁ ଅବହେଳା କରିଛି । ଏହାସହ ତମାମ ପ୍ରସଙ୍ଗରେ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି କେନ୍ଦୁଝର ବିଧାୟକ ତଥା ବରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର… ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.