thumbnail

ଜିତିଲେ ଅଧୁରା କାମକୁ ପୂରଣ କରିବି: CMC କର୍ପୋରେଟର ପ୍ରାର୍ଥୀ

By

Published : Mar 20, 2022, 12:03 PM IST

Updated : Feb 3, 2023, 8:20 PM IST

କଟକ: ମହାନଗର ନିଗମ ନିର୍ବାଚନ ନେଇ ଚଳଚଞ୍ଚଳ ହୋଇ ଉଠିଛି କଟକ । କର୍ପୋରେଟର ପଦ ହାତେଇବା ପାଇଁ ପ୍ରାର୍ଥୀମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ବସ୍ତି ବାସିନ୍ଦାଙ୍କ ଭୋଟ ଉପରେ ରହିଛି ସଭିଙ୍କ ନଜର । ମହାନଗର ନିର୍ବାଚନରେ ବସ୍ତି ବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । କଟକ ସହର ୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପ୍ରାର୍ଥୀ ନମିତା ବାରିକ ଚଳିତ ନିର୍ବାଚନରେ ମଧ୍ୟ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଅଧୁରା ରହିଯାଇଥିବା କାର୍ଯ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ସେ ପୁନଃ ମୈଦାନକୁ ଓହ୍ଲାଇଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.